ତୁଳସୀପୁର ଖ୍ରୀଷ୍ଟିୟାନ ସାହି ରାସ୍ତାରେ ବର୍ଷତମାମ୍‌ ନର୍ଦ୍ଦମା ପାଣି

ଜାଇକା ଯନ୍ତ୍ରଣା-ରାସ୍ତାରେ ଶିଉଳି, ଦୁର୍ଗନ୍ଧ ପରିବେଶ କଟକ: ବର୍ଷର ସବୁ ସମୟରେ ଘ‌ର ଆଗରେ ଜମୁଛି ଦେଢ଼ଫୁଟ ଉଚ୍ଚର ଡ୍ରେନ ପାଣି। କଂକ୍ରିଟ ରାସ୍ତା ଉପରେ ମାଡ଼ିଛି ଶିଉଳି। ଏଥିରେ ଲୋ‌କଙ୍କ ଗୋଡ଼ ଓ ଗାଡ଼ି ଚକା ସ୍ଲିପ୍‌ କରି ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଘର ଆଗରେ ସବୁ ସମୟରେ ନାଳ ପାଣି ଜମିରହିବାରୁ ପରିବେଶ ଦୁର୍ଗନ୍ଧମୟ ହେବା ସହ ମଶା ଓ ଜୋକ ବଂଶ ବୃଦ୍ଧି ପାଇଛି। … Continue reading ତୁଳସୀପୁର ଖ୍ରୀଷ୍ଟିୟାନ ସାହି ରାସ୍ତାରେ ବର୍ଷତମାମ୍‌ ନର୍ଦ୍ଦମା ପାଣି